fbpx

ଏଣିକି ନିର୍ଘାତ ମାଡ !

ଲକ୍ଡାଉନ୍କୁ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ I ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ କରିବ ପୋଲିସ Iସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି I ଦୂରତ୍ବ ନରଖିଲେ ସିଲ୍ ହେବ ଦୋକାନ, ବଜାର: ନବୀନ I ଆଜିଠୁଅଧିକ କଠୋର ହେବ ପୋଲିସ, ସାମାଜିକ ଦୂରତା ନ ରଖିଲେ ପିଟିବ ପୋଲିସ, ପୋଲିସକୁ ଏଭଳି ନିର୍ଦେଶ ଦେଲେ ରାଜ୍ୟ ସରକାର, କେହି ଛକ ଦୋକାନରେ ଏକାଠି ହୋଇପାରିବେ ନାହିଁ, ବଜାରରେ କିଣାବିକା ବେଳେ ସାମାଜିକ ଦୂରତା ବାଧ୍ୟତାମୂଳକ I

Get real time updates directly on you device, subscribe now.