fbpx
BJD SKY
BJD SKY

ମୋବାଇଲ୍ ପାଇଁ ଫସିବେ !

BJD

କରୋନା ସଙ୍କଟ ସମୟରେ ଦେଶରେ ଲକ୍ଡାଉନ ପରିସ୍ଥିତି । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଟ୍ରଭେଲ୍ ହିଷ୍ଟ୍ରି ଥିବା ଲୋକଙ୍କୁ କ୍ୟାରେନଟାଇନ୍ ବା ସଂଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏହାର ଅମାନ୍ୟ କଲେ କଠୋର କର୍ଯ୍ୟାନୁଷ୍ଠାନର ଧମକ୍ ବି ରହିଛି । କିନ୍ତୁ କିଛି ବ୍ୟକ୍ତି ଏହାର ଉଲଂଘନ କରିବାକୁ ଭୃକ୍ଷେପ କରୁୂନାହାନ୍ତି ।ଭାବୁଛନ୍ତି ଜଗିବାକୁ କେହି ନାହିଁ । କିନ୍ତୁ ସାବଧାନ ଅପଣଙ୍କ ମୋବାଇଲ ହିଁ ଆପଣଙ୍କୁ ଜଗିଛି ।ଲକ୍ଷ ଲକ୍ଷ ଲୋକଙ୍କ ମୋବାଇଲ ଏବେ ସରକାରଙ୍କ ସର୍ଭେଲାନ୍ସରେ । ଅପଣଙ୍କ ମୋବାଇଲ୍ ଆପ ହିଁ ଆପଣଙ୍କ ସଙ୍ଗରୋଧ ନିୟମ ଭଙ୍ଗର ସୂଚନା ସରକାରଙ୍କୁ ଦେବ । କ୍ୱାରେଣ୍ଟାଇନ ଭାଙ୍ଗିଲେ ତତ୍କ୍ଷଣାତ୍ ଆଲର୍ଟ ନୋଟିଫିକେସନ ପାଇବେ ସରକାର । ତା ପରେ ଆଉ କଣ ? ପୋଲିସ୍ ର ଲାଠି ଆଉ ଆପଣଙ୍କ ପିଠି ।

Get real time updates directly on you device, subscribe now.