fbpx

ଓଡ଼ିଶାଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ପଙ୍ଗପାଳଙ୍କ ସ୍ଥିତି ନେଇ କୃଷି ନିର୍ଦ୍ଦେଶକ ଏମ୍ ମୁଥୁକୁମାର ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଦଳ ବର୍ତ୍ତମାନ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାରେ ଅଛନ୍ତି । ଓଡ଼ିଶାଠାରୁ ୫୦୦କିମି ଦୂରରେ ପଙ୍ଗପାଳ ଦଳ ଅଛନ୍ତି । ଏନେଇ ୧୨ ଜିଲ୍ଲାର ଚାଷୀଙ୍କୁ ଆଲର୍ଟ କରାଯାଇଛି । ଏଥିସହିତ ଗତିବିଧି ଉପରେ ନଜର ରହିଛି ଓ ପଙ୍ଗପାଳ ଓଡ଼ିଶା ଆସିବାର ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.