fbpx

ଲୋକସଭାରେ ଆଗତ ହେଲା ୪ ଗୁରୁତ୍ୱପୂର୍ଣ୍ଣ ବିଲ୍

ନୂଆଦିଲ୍ଲୀ,୨୫ା୧୧: ଆଜି ଲୋକସଭାରେ ଆଗତ ହୋଇଛି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ । ଟିକସ ଆଇନ ସଂଶୋଧନ ବିଲ୍, ଏସପିଜି ସଂଶୋଧନ ବିଲ୍ ଆଗତ ହୋଇଛି । ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ର ପ୍ରାଧିକରଣ ବିଲ୍ ମଧ୍ୟ ଆଗତ ହୋଇଛି । ଏହାସହ ଜାହାଜ ପୁନଃଚକ୍ରଣ ସଂଶୋଧନ ବିଲ୍ ମଧ୍ୟ ଆଗତ ହୋଇଥିବା ସୂଚନା ମିଳିଛି । ଏହାପରେ ଆସନ୍ତାକାଲି ଦିନ ୨ଟା ଯାଏଁ ଗୃହକୁ ମୁଲତବୀ ରଖାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.