fbpx

ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ଜଣଙ୍କୁ ଜେଲ୍

ମଧ୍ୟପ୍ରଦେଶ,୨୫ା୧୧: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନତି ଭଳି ଘଟଣା ଘଟିଥିଲା । ୨୦୧୩ ବ୍ୟାପମ୍ ଦୁର୍ନୀତି ମାମଲାରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସେମାନଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଛି । ଜଣକୁ ୧୦ବର୍ଷ ଓ ସେହିପରି ଅନ୍ୟ ୩୦ଜଣଙ୍କୁ ୭ବର୍ଷ ଲେଖାଏଁ ଜେଲ୍ କାରାଦଣ୍ଡର ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.