fbpx

ମନୋଜ ଛାବ୍ରା ହେଲେ ସ୍ୱତନ୍ତ୍ର ଜେଲ୍ ମହାନିର୍ଦ୍ଦେଶକ

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ସ୍ପେଶାଲ ଜେଲ୍ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମନୋଜ ଛାବ୍ରାଙ୍କୁ ଦିଆଯାଇଛି । ମନୋଜ ଛାବ୍ରା ହେଉଛନ୍ତି ୧୯୮୮ ବ୍ୟାଚ ଆଇପିଏସ । ଏବେ ମନୋଜ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.