fbpx

ଅଗଷ୍ଟ ସୁଦ୍ଧା ସରିବ ଜମି ଅଧିଗ୍ରହଣ

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ ତ୍ୱରାନ୍ୱତ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ପ୍ରକଳ୍ପ ପାଇଁ ଅଗଷ୍ଟ ସୁଦ୍ଧା ଜମି ଅଧଗ୍ରହଣ ସରିବ ବୋଲି ସୂଚନା ମିଳିଛି । ଲୋକସେବା ଭବନରେ ପରିବହନ ବିଭାଗ ସେନେଇ ଏକ ବୈଠକ କରିଥିଲା ଯେଉଁ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.