fbpx

ଏଣିକି ସବୁ ସ୍କୁଲରେ ହେବ ଦୁଇଥର ପ୍ରାର୍ଥନା

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସ୍କୁଲରେ ଏଣିକି ଦୁଇଥର ପ୍ରାର୍ଥନା କରାଯିବ । ବର୍ତ୍ତମାନ ଅଳ୍ପ କେଇଟା ସ୍କୁଲରେ ଦୁଇଥର ପ୍ରାର୍ଥନା ହେଉଛି । ଆଗକୁ ଏହା ସବୁ ସ୍କୁଲରେ କରାଯିବ । ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

Get real time updates directly on you device, subscribe now.