fbpx

ମୋ ସରକାରରେ ସାମିଲ ହେଲା ଗୃହ ଓ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର):ଆଜି ମୋ ସରକାରରେ ସାମିଲ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗ ସାମିଲ ହୋଇଛି । ଏଣିକି ବିଭାଗୀୟ ସଚିବ ଓ ମନ୍ତ୍ରୀ ଫୋନ ଯୋଗେ ଫିଡ଼ବ୍ୟାକ୍ ନେବେ । ଏହାସହ ସମୟସୀମା ମଧ୍ୟରେ ସେବା ଯୋଗାଇବ ବିଭାଗ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.