fbpx

ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ, ବାଡ଼େଇ ଭାଙ୍ଗିଲେ ୩୦ରୁ ଅଧିକ ଦୋକାନ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ରାଜମହଲ ଛକରେ ଥିବା ମାର୍କେଟ ବିଲ୍ଡିରେ ମୁଖାପିନ୍ଧା ଯୁବକ ମାତିଛନ୍ତି । ସେଠାରେ ଦୋକାନୀକୁ ସେମାନେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି । ଏହାସହ ୩୦ରୁ ଅଧିକ ଉଠା ଦୋକାନ ବାଡ଼େଇ ବାଡ଼େଇ ଭାଙ୍ଗିଦେଇଥିବା ସୂଚନା ମିଳିଛି । ଏହି ମୁଖାପିନ୍ଧା ଆତଙ୍କ ପଛର ରହସ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କ୍ୟାପିଟାଲା ଥାନା ଏନେଇ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

Get real time updates directly on you device, subscribe now.