fbpx

ଗୁଳିମାଡ କରି ଲୁଟ୍, ଜଣେ ମୃତ

ଢେଙ୍କାନାଳ, ୮ ।୧: ଢେଙ୍କାନାଳ ଜିଲ୍ଲା ଭୁବନରେ ୩ ଜଣଙ୍କ ଚାଷୀଙ୍କୁ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଆଉ ୨ ଚାଷୀ । ମୃତକ ଜଣଙ୍କ ହେଲେ ଭୁବନ କୁନିଦା ଗାଁର ଗୋବିନ୍ଦ ବେହେରା। ନିଜ ଗାଁର ଅନ୍ୟ ଦୁଇଜଣଙ୍କ ସହ ମଇଁଷି କିଣିବାକୁ ଯାଜପୁର ଗୁହିଆଶାଳ ଯାଉଥିଲେ ଗୋବିନ୍ଦ। ଲୁଟ୍ ପାଇଁ ଗୁଳିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଚାରିଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ଗୋବିନ୍ଦଙ୍କ ସାଥୀ କହିଛନ୍ତି ।

Get real time updates directly on you device, subscribe now.