fbpx

ଏହି ରାଜ୍ୟରେ ସେପ୍ଟେମ୍ବର ୨୦ ଯାଏଁ ଲକଡାଉନ ଅବଧି ବୃଦ୍ଧି, ଜାଣନ୍ତୁ କେଉଁ ରାଜ୍ୟ

କୋଲକାତା, ୨୬ା୮: ଦେଶ ଓ ରାଜ୍ୟ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ କରୋନାରେ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ତେଣୁ କରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସହ କଟକଣା ଜାରି କରାଯାଉଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ ସେପ୍ଟେମ୍ବର ୨୦ ଯାଏଁ ଲକଡାଉନକୁ ଅବଧିକୁ ବୃଦ୍ଧି କରାଯାଇଛି । ଏହାସହ ସେପ୍ଟେମ୍ବର ମାସରେ ୩ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିବ ପଶ୍ଚିମବଙ୍ଗ । ୭,୧୧ ଓ ୨୦ ତାରିଖ ଦିନ ସମ୍ପୂର୍ଣ୍ଣ ସଟଡାଉନ ରହିବ । ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Get real time updates directly on you device, subscribe now.