fbpx

ପାଗଳ କୁକୁର ଆତଙ୍କ, ୨ ଦିନରେ ୨୦ରୁ ଅଧିକ ଲୋକଙ୍କୁ କାମୁଡିଲାଣି

AAKASH

ଭୁୁବନେଶ୍ୱର: ଆନନ୍ଦପୁର ବେଲବାହାଳି ଗ୍ରାମରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ଏଠାରେ ଏକ ପାଗଳ କୁକୁର ଗୋଡାଇ ଗୋଡାଇ ଲୋକଙ୍କୁ ଆକ୍ରମଣ କରୁଛି । ଗତ ୨ ଦିନରେ ୨୦ରୁ ଅଧିକ ଲୋକଙ୍‌କୁ କାମୁଡିଲାଣି ଏହି ପାଗଳ କୁକୁର । ଗ୍ରାମବାସୀ ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । କୁକୁର ଆତଙ୍କରେ ଲୋକମାନେ ଘରୁ ବାହାରି ପାରୁନାହାନ୍ତି ।

Get real time updates directly on you device, subscribe now.