fbpx

ମହାନଦୀରେ କମିଛି ବନ୍ୟାଜଳ ପ୍ରବାହ

କଟକ,୧/୯(ଓଡିଶା ଭାସ୍କର): ଆଜି ଭୋର୍‌ରୁ ମହାନଦୀରେ କମିଛି ବନ୍ୟାଜଳ ପ୍ରବାହ। ସକାଳ ୭ଟା ସୁଦ୍ଧା ମୁଣ୍ଡୁଳିରେ ୯ ଲକ୍ଷ ୯୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଅଗଷ୍ଟ ୩୦ରୁ ଏଥିରେ ୧୦ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଉଥିଲା । ବନ୍ୟାଜଳ କମିବା ପରେ ବନ୍ୟା ପରିସ୍ଥିତିରେ ଟିକେ ସୁଧାର ଆସିବ ବୋଲି ଆଶଙ୍କା ରହିଛି।

Get real time updates directly on you device, subscribe now.