fbpx

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ: ଦେଉଳ ଭିତରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଛି । ମନ୍ଦିର ଭିତରେ ଭକ୍ତଙ୍କ ରକ୍ତଛିଟା ପଡ଼ିବାରୁ ପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ଭିତରକାଠ ନିକଟରେ କେହି ଭକ୍ତ ଆହତ ହେବାରୁ ନିକଟରେ ରକ୍ତଛିଟା ପଡ଼ିଥିଲା । ଏହାପରେ ବଡ଼ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଛି । ମଙ୍ଗଳଆଳତୀ ପୂର୍ବରୁ ବିଧି ଅନୁଯାୟୀ ମହାସ୍ନାନ ହୋଇଛନ୍ତି ବଡ଼ ଠାକୁର । ତେବେ ବଡ଼ ମହାସ୍ନାନ ନୀତି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି ।

Get real time updates directly on you device, subscribe now.