fbpx

ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର,୨୯ା୧୧: ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର । ଦିନ ୨ଟାରେ ବହୁମତର ପ୍ରମାଣ ଦେବେ ଉଦ୍ଧବ ଠାକରେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରୀ ।

Get real time updates directly on you device, subscribe now.