fbpx

ଭଦ୍ରକରେ ହେବ ନୂଆ ମେଡ଼ିକାଲ କଲେଜ: ନବ ଦାସ

ଭଦ୍ରକ,୨୯ା୧୧(ଓଡ଼ିଶା ଭାସ୍କର): ଭଦ୍ରକରେ ନୂଆ ମେଡ଼ିକାଲ କଲେଜ ହେବ ବୋଲି ସୂଚନା ମିଳିଛି । ଏନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆସନ୍ତା ବର୍ଷ ଫେବ୍ରୁଆରି ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୨୫ଏକର ଜାଗା ଚିହ୍ନଟ ହୋଇଛି ବୋଲି ନବ ଦାସ କହିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରସ୍ତାବିତ ମେଡ଼ିକାଲ କଲେଜ ପାଇଁ ଭଦ୍ରକରେ ବୈଠକ ବସିଥିଲା ।

Get real time updates directly on you device, subscribe now.