fbpx

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷେ

ଶ୍ରୀଲଙ୍କା, ୨୧ା୧୧: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ । ମହିନ୍ଦା ହେଉଛନ୍ତି ନବନିର୍ବାଚିତ ରାଷ୍ଟ୍ରପତି ଗୋଟାବାୟାଙ୍କ ବଡ଼ଭାଇ । ଏହାସହ ଏହି ଅବସରରେ ମହିନ୍ଦାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ନିବିଡ଼ ହେବା ନେଇ ମୋଦି ଆଶାବାଦୀ ଅଛନ୍ତି ।

Get real time updates directly on you device, subscribe now.