fbpx

ଇଞ୍ଜିନିୟରଙ୍କୁ ଅପହରଣ କଲେ ମାଓବାଦୀ

ବିଜାପୁରରେ ଇଞ୍ଜିନିୟରଙ୍କୁ ଅପହରଣ କଲେ ମାଓବାଦୀ । ଇନ୍ଦ୍ରାବତୀ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜି ଥିଲେ ଇଞ୍ଜିନିୟର । ଘଟଣା ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଫାୟାରିଂ ହୋଇଛି । ଗୁପ୍ତା କନଷ୍ଟ୍ରକ୍ସନର ଇଞ୍ଜିନିୟରଙ୍କୁ ଅପହରଣ କରିଥିବା ସୂଚନା ।

Get real time updates directly on you device, subscribe now.