fbpx

ମାର୍ଚ୍ଚ ୩୧ସୁଦ୍ଧା ସରିବ ୨୪ଟି ଖଣିର ଇ-ନିଲାମ

ଭୁବନେଶ୍ୱର, ୪ା୨(ଓଡ଼ିଶା ଭାସ୍କର): ମାର୍ଚ୍ଚ ୩୧ ସୁଦ୍ଧା ୨୪ଟି ଖଣିର ଇ-ନିଲାମ ସରିବ ବୋଲି ସୂଚନା ମିଳିଛି । ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିଲା ଖଣି ନିଲାମ । ସେଦିନଠୁ ଆରମ୍ଭ ହୋଇ ଆଜି ସୁଦ୍ଧା ୪ଟି ଖଣିର ନିଲାମ ସରିଛି । ଲୁହା ଓ ମାଙ୍ଗାନିଜ ଖଣିରୁ ଆଜି ସୁଦ୍ଧା ୪ଟିର ନିଲାମ ସରିଛି । ସେହିପରି ଫେବୃଆରୀ ୧୮ସୁଦ୍ଧା ୧୯ଟିର ନିଲାମ ସରିବ । ଏନେଇ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ସୂଚନା ଦେଇଛନ୍ତିି ।

Get real time updates directly on you device, subscribe now.