fbpx

ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ, ୪ା୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । କିନ୍ତୁ ତାଙ୍କ ଓଡ଼ିଶା ଗସ୍ତ ବାତିଲ ପଛର କାରଣ ସ୍ପଷ୍ଟ ହୋଇନାହିଁ । ସେ ଆସନ୍ତା ଫେବୃଆରୀ ୧୨ରେ ଓଡ଼ିଶା ଆସିଥାନ୍ତେ । ସେ ଓଡ଼ିଶା ଆସି ଭୁବନେଶ୍ୱରର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ଏହାସହ କେତେକ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.