fbpx

ମାର୍କେଟ ବିଲ୍ଡିଂ ଘଟଣା: ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ

ଭୁବନେଶ୍ୱର,୨୩ ।୧(ଓଡିଶା ଭାସ୍କର): ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାର ୩ ଅଭିଯୁକ୍ତଙ୍କ ବିରୋଧରେ ଏନଏସଏ ଲାଗୁ ହୋଇଛି । ମୁଖାପିନ୍ଧା ଯୁବକ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁରଙ୍କ ବିରୋଧରେ ଲାଗିଛି ଏହି ଏନଏସଏ । ଏହି ୩ ଅଭିଯୁକ୍ତଙ୍କୁ ଏନଏସଏରେ ବୁକ୍ କରିଛି କମିଶନରେଟ୍ ପୋଲିସ । ତେବେ ଗତ ଜାନୁୟାରୀ ୧୦ରେ ଏହି ଅଭିଯୁକ୍ତମାନେ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଖେଳାଇଥିଲେ ।

Get real time updates directly on you device, subscribe now.