fbpx

ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୧୮ା୫(ଓଡ଼ିଶା ଭାସ୍କର): ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । +୨ରେ ବାକି ପରୀକ୍ଷା ଜୁଲାଇ ୧ରୁ ୧୫ଭିତରେ ହେବ । ୪ଟି ଷ୍ଟ୍ରିମରେ ୨୩ଟି ବିଷୟରେ ପରୀକ୍ଷା ହେବ ବୋଲି ମନ୍ତ୍ରୀ କହିଛନ୍ତି । ସରିଯାଇଥିବା +୨ ପରୀକ୍ଷାର ଖାତା ଦେଖା ଜୁନ୧ରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.