fbpx

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୬ା୨(ଓଡ଼ିଶା ଭାସ୍କର): ଗତ ବର୍ଷ ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନ ପତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କୋଡ଼ିଂ ବ୍ୟବସ୍ଥା କରାଯାଇଛି । ଏହାପରେ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହେଲେ ସମ୍ପୃକ୍ତ ଥିବା କେନ୍ଦ୍ରର ଅଧୀକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଚଳିତବର୍ଷ ଭାଇରାଲ ନହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମିର ଦାସ ଦୃଢ଼ୋକ୍ତି ରଖିଛନ୍ତି ।

Get real time updates directly on you device, subscribe now.