fbpx

୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ ହେବାକୁ ଯାଉଛି । ୧୨ଟି ମୂଲ୍ୟାୟନ କେନ୍ଦ୍ରରେ ୩,୫୩୧ ଜଣ ଶିକ୍ଷକ ଖାତା ଦେଖିବେ । ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ନେଇ ବୋର୍ଡ ପକ୍ଷରୁ ସୂଚନା ରହିଛି ।

Get real time updates directly on you device, subscribe now.