fbpx

ଇକୋ ରିଟ୍ରିଟରେ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମିଳନୀ

କୋଣାର୍କ,୨୧ ।୧(ଓଡିଶା ଭାସ୍କର): ଓଡିଶାର କୋଣାର୍କ ଇକୋ ରିଟ୍ରିଟରେ ଆସନ୍ତା ୨୩ ଓ ୨୪ରେ ଦୁଇ ଧରି ପର୍ଯ୍ୟଟନ ମନ୍ତ୍ରୀଙ୍କ ମହାସମ୍ମଳନୀ ହେବ । ଏହି ସମ୍ମିଳନୀରେ ଦେଶର ପ୍ରାୟ ସମସ୍ତ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ସାମିଲ ହେବେ । ଏନେଇ ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ଓଡିଶା ହେଉଛି ସର୍ବଶ୍ରେଷ୍ଠ ସ୍ଥାନ । ଭାରତରେ ଓଡିଶା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଏହା ସହାୟକ ହେବ ।’

Get real time updates directly on you device, subscribe now.