fbpx

ପୁରୁଷଙ୍କୁ ବି ହୋଇଥାଏ ସ୍ତନ କର୍କଟ, ଜାଣନ୍ତୁ ଏହାର ଲକ୍ଷଣ

ସ୍ତନ କର୍କଟ ସାଧାରଣତଃ ମହିଳାମାନଙ୍କଠାରେ ହୋଇଥାଏ ବୋଲି ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଏହି ସ୍ତ କର୍କଟ ପୁରୁଷମାନଙ୍କୁ ବି ହୋଇପାରେ । ହଲିଉଡ୍ ଗାୟକ ବିୟାଂନ୍ସେଙ୍କ ପିତା ଏହି ରୋଗରେ ଆକ୍ରାନ୍ତ ହେବା ପରେ ଏହାର ଖୁଲାସା କରିଛନ୍ତି । ତେବେ ପୁରୁଷଙ୍କୁ ସ୍ତନ କର୍କଟ ହେବା ଏକ ଦୁଲର୍ଭ ରୋଗ, ଯାହାକି ପାଖାପାଖି ୬୦ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କୁ ହୋଇଥାଏ । ଏହାକୁ ଅବହେଳା କରିବା ଦ୍ୱାରା ଭବିଷ୍ୟତରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡିଥାଏ । ଆସନ୍ତୁ ଜାଣିବା ସ୍ତନ କର୍କଟର ଲକ୍ଷଣ..

୧-ଯଦି ଆପଣଙ୍କ ଛାତିରେ ଗାତ ଭଳି କିଛି ହେଉଛି, ତେବେ ଅପେକ୍ଷା ନକରି ଡାକ୍ତରଙ୍କୁ ଦେଖାନ୍ତୁ । ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ ।

୨-ନିପ୍ପଲ ଭିତରକୁ ପଶିଯିବା ..

୩- ନିପ୍ପଲ୍ସରେ ଘା’ ସୃଷ୍ଟି ହେବା..

୪- ସର୍ବଦା ଶରୀରରୁ ରକ୍ତ ବାହାରି ସାର୍ଟରେ ଲାଗିଲେ ..

Get real time updates directly on you device, subscribe now.