fbpx

ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣା ଗ୍ରସ୍ତ

ଚଣ୍ଡିଗଡ଼, ୮ା୫: ପଞ୍ଜାବ ସ୍ଥିତ ନବାଙ୍ଗସହରରେ ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନ ମିଗ୍-୨୯ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନାର ଏହି ବିମାନରେ ଥିବା ପାଇଲଟ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି । କିନ୍ତୁ ବିମାନଟି କାହିଁକି ଦୁର୍ଘଟଣା ହୋଇଛି ସେନେଇ କିଛି କାରଣ ଜଣାପଡ଼ି ନାହିଁ ।

Get real time updates directly on you device, subscribe now.