fbpx
BSKY
BJD SHG SKY
BJD YOUTH SKY

ତହସିଲଦାରଙ୍କୁ ଖଣି ମାଫିଆଙ୍କ ଆକ୍ରମଣ

ଜଟଣି, ୧୦ା୧୨ (ଓଡିଶା ଭାସ୍କର): ଜଟଣି ତହସିଲଦାରଙ୍କୁ ଖଣି ମାଫିଆମାନେ ଆକ୍ରମଣ କରିଛନ୍ତି । ତେବେ ଏହି ଆକ୍ରମଣରୁ ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ମାଫିଆମାନେ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ବେଆଇନ ପଥର ଟ୍ରାକ୍ଟରକୁ ଜବତ କରିବା ସମୟରେ ମାଫିଆମାନେ ଆକ୍ରମଣ କରିଥିଲେ । ଏନେଇ ତହସିଲଦାର ଶିଳ୍ପାଞ୍ଚଳ ଫାଣ୍ଡିରେ ଅଭିଯୋଗ କରିଥିବା ଜଣାଯାଇଛି ।

Get real time updates directly on you device, subscribe now.