fbpx
BSKY SKY
BSKY SKY

ଆରପାରିରେ ବିଧାୟକ ବିଷ୍ଣୁଚରଣ ଦାସ

BSKY

ଭୁବନେଶ୍ୱର, ୬/୭(ଓଡିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଚରଣ ଦାସଙ୍କ ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ରାଜ୍ୟସଭାକୁ ବିଜେଡି ସାଂସଦ ଭାବେ ସେ  ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ଜିଲ୍ଲାରୁ ୬ ଥର ବିଧାୟକ ହୋଇଥିଲେ ବିଷ୍ଣୁ ଦାସ ।

Get real time updates directly on you device, subscribe now.