fbpx

ଗୃହ ଆରମ୍ଭରୁ ହୋହଲ୍ଲା, ମୁଣ୍ଡ ପିଟିଲେ ତାରା

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ହୋହଲ୍ଲା ଆରମ୍ଭ ହୋଇଯାଇଛି । ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ବିଜେପି, କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଛନ୍ତି । ଅନ୍ୟପଟେ ପୋଡିୟମରେ ମୁଣ୍ଡ ପିଟିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୋଡିୟମ ଆଗରେ ଥିବା କାଚରେ ତାରା ମୁଣ୍ଡ ପିଟିଥିବା ସୂଚନା ମିଳିଛି । ଏନେଇ ୧୦ ମିନିଟି ପାଇଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.