fbpx

ବିଧାନସଭା ପୂର୍ବରୁ ବିଧାୟକଙ୍କ କରୋନା ଟେଷ୍ଟ!

ଭୁବନେଶ୍ୱର,୬ ।୯(ଓଡିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହୋଇପାରେ କୋଭିଡ୍ ଟେଷ୍ଟ । ଏନେଇ ଆସନ୍ତାକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ସେହିପରି ବୈଠକରେ ବିଏମସି କମିଶନର ଓ ସ୍ୱାସ୍ଥ୍ୟ ସଚିବ ଯୋଗ ଦେବେ ।

Get real time updates directly on you device, subscribe now.