fbpx

ଏନସିବିରେ ହାଜର ହେଲେ ରିୟା

ମୁମ୍ବାଇ,୬ ।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଫସିଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏହାରି ମଧ୍ୟରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହୋଇଛନ୍ତି ରିୟା । ଡ୍ରଗ୍ସ କାରବାର ମାମଲାରେ ଏନସିବି ପଚରାଉଚରା ଜାରି ରଖିଛି । ତେବେ ରିୟାଙ୍କୁ ହାଜର ପାଇଁ ସମନ ପଠାଇଥିଲା ଏନସିବି ।

ଅନ୍ୟପଟେ ଡ୍ରଗ୍ସ କାରବାର ମାମଲାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଗିରଫ ହୋଇସାରିଛନ୍ତି । ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କ ଭାଇ ସୌଭିକ ଗିରଫ ହୋଇସାରିଛନ୍ତି । ସୌଭିକଙ୍କ ପରେ ରିୟା ଚକ୍ରବର୍ତୀ ଗିରଫ ହେବା ନେଇ ଚର୍ଚ୍ଚା ବଢିଛି ।

Get real time updates directly on you device, subscribe now.