1. ମଇ 3 ଯାଏଁ ବଢିଲା ଲକ ଡାଉନ
2. ଲକ ଡାଉନରେ ଆପଣମାନେ କଷ୍ଟ ସହିଥିବାରୁ ଧନ୍ୟବାଦ |
3. ସାମାଜିକ ଦୂରତ୍ୱ ଓ ଲକ ଡାଉନ ପାଇଁ କରୋନା ଉପରେ ଅଙ୍କୁଶ ଲଗାଇବାରେ ସମର୍ଥ ହୋଇପରିଛେ |
4. ନୂଆ ମାମଲା ଆସିଲେ ଲକ ଡାଉନ 3 ତାରିଖ ଯାଏଁ ବଳବତ୍ତର ରହିବ ଏବଂ କରୋନା ପ୍ରଭାବିତ ହାଇନଥିବା ଅଂଚଳରେ ଏପ୍ରିଲ 20 ତାରିଖ ପରେ ଲକ ଡାଉନ ଟିକେ କୋହଳ ହେବ |
5. ଆସନ୍ତାକାଲି ଏ ନେଇ ଆସିବ ନୂଆ ଗାଇଡଲାଇନ |
6. ଦେଶରେ ମେଡ଼ିସିନ ଓ ରାସନ ପର୍ଯ୍ୟାପ୍ତ ପରିମାଣରେ ଗଛିତ ଅଛି |
7. ଧୈର୍ଯ୍ୟ ଧରନ୍ତୁ, ନିୟମ ମାନନ୍ତୁ ଆଉ କରୋନାକୁ ହରାନ୍ତୁ |
Uttarakhand Govt.
କରୋନାକୁ ହରାଇବା ପାଇଁ ମୋଦିଙ୍କ ସପ୍ତସୂତ୍ରୀ –
1.ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନିଅନ୍ତୁ
2. ଘରେ ରୁହନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖି ଘରେ ତିଆରି ମାସ୍କ ବ୍ୟବହାର କରନ୍ତୁ
3. ଏହି ସମୟରେ କୌଣସି କର୍ମଚାରୀଙ୍କ ଚାକିରୀରୁ ବାହାର କରନ୍ତୁ ନାହିଁ
4. ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ
5. ଗରିବ ଲୋକଙ୍କୁ ସହାୟତା ଦିଅନ୍ତୁ
6. ଅସୁବିଧା ଥିବା ବ୍ୟକ୍ତିଙ୍କୁ ଘରଭଡା ପାଇଁ ଘରୁ ବାହାର କରନ୍ତୁ ନାହିଁ
7. କରୋନା ଯୋଦ୍ଧାଙ୍କ ଆଦର, ସ୍ନେହ ଓ ଯତ୍ନ କରନ୍ତୁ

