fbpx

ଭତ୍ତା ଟଙ୍କା ଲୁଟିଲେ ଦୁର୍ବୃତ୍ତ

ରାଜଗାଙ୍ଗପୁର, ୨୭ା୩(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟରେ ଚୋରି, ଡକାୟତି ଦିନକୁ ଦିନ ବଢ଼ିବାରେ ଲାଗିଛି । ସେହିପରି ଆଜି ସୁନ୍ଦରଗଡ଼ ସ୍ଥିତ ରାଜଗାଙ୍ଗପୁର ପୌରାଞ୍ଚଳ ବଗିଚାପଡ଼ାରେ ଭତ୍ତା ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଛି । ସେଠାରେ ପୌର କର୍ମଚାରୀଙ୍କଠାରୁ ଦୁର୍ବୁତ୍ତମାନେ ଭତ୍ତା ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଭତ୍ତା ଟଙ୍କା ଲୁଟ ନେଇ ରାଜଗାଙ୍ଗପୁର ଥାନାରେ ଏତଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିିଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.