fbpx

ଦୋକାନ ଭାଙ୍ଗି ଟଙ୍କା ପଇସା ସହ ଅମୁଲ୍, ହର୍ଲିକ୍ସ ବି ଲୁଟିଲେ ଚୋର; ଦେଖନ୍ତୁ ଭିଡିଓ

AAKASH

କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ ଚୋରି ଡକାୟତି ବଢ଼ିବାରେ ଲାଗିଛି । ଆଗରୁ ଚୋର ମାନେ ଟଙ୍କା ଲୋଭରେ ଚୋରି କରୁଥିଲେ ହେଲେ ଏବେ ସିଗାରେଟ୍ ଠାରୁ ଆରମ୍ଭ କରି ହର୍ଲିକ୍ସ ଯାଏଁ ସବୁକିଛି ଲୁଟି ନେଉଛନ୍ତି । ଏମିିତି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଥାନା ଜପକୁଦ ଫାଣ୍ଡି ଅଞ୍ଚଳରୁ । ତେବେ ଏ ଘଟଣା ଅନ୍ୟ କେଉଁଠି ନୁହଁ ଖୋଦ ଫାଣ୍ଡି ଠୁ ମାତ୍ର ୫ ଶହ ମିଟର ଦୂରରେ ଘଟିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.