fbpx

ଛାତ ଉପରେ ଗୁଡି ଉଡାଉଥିବାର ନଜର ଆସିଲା ମାଙ୍କଡ, ଦେଖନ୍ତୁ ଏହି ଅଦ୍ଭୁତ ଦୃଶ୍ୟ

Advertisement

ଲକ୍-ଡାଉନ ସମୟରେ ଲୋକମାନେ ସେମାନଙ୍କ ଘରେ ବନ୍ଦୀ ରହିଥିବା ବେଳେ ବାହାରେ ପଶୁପକ୍ଷୀମାନଙ୍କ ରାଜ ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ସୋସିଆଳ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ମାଙ୍କଡ ଛାତ ଉପରେ ବସି ଗୁଡି ଉଡାଉଛି । ଏଭଳି ଅଦ୍ଭୁତ ଦୃଶ୍ୟକୁ ଭାରତୀୟ ଜଙ୍ଗଲ ସେବାରେ ଥିବା ସୁଶାନ୍ତ ନନ୍ଦ ନାମକ ଜଣେ ଅଧିକାରୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଗୋଟିଏ ମାଙ୍କଡ ଛାତ ଉପରେ ବସି ଗୁଡି ଉଡାଉଥିବା ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଗୁଡିଟି ହାତରେ ନ ନେବା ଯାଏଁ ମାଙ୍କଡଟି ଉଡାଇ ଚାଲିଥିଲା ।

Get real time updates directly on you device, subscribe now.