fbpx

ଜୁନ୍ ୧ରେ କେରଳ ଛୁଇଁବ ମୌସୁମ !

Advertisement

ଭୁବନେଶ୍ୱର, ୨୯/୫(ଓଡିଶା ଭାସ୍କର): ଜୁନ୍ ୧ରେ କେରଳ ଛୁଇଁବ ମୌସୁମ। ଆମ୍ଫାନ ଯିବା ପରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ କାରଣରୁ ଭାରତ ଆଡକୁ ଅଗ୍ରସର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୋଲି ସୂଚନା ମିିଳିଛି ।

ଅନ୍ୟପଟେ ଆଜି ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ଘଡଘଡି ସହ ବର୍ଷା ମଧ୍ୟ ହୋଇଛି।

Get real time updates directly on you device, subscribe now.