fbpx

ଶାଶୁର ଗଳାକାଟି ହତ୍ୟା କଲା ଜ୍ୱାଇଁ

ରଣପୁର: ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୋଟାଣୀଶିଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶାଶୁର ଗଳାକାଟି ଜ୍ୱାଇଁ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ମହିଳାଙ୍କ ମୃତଦେହ ମିଳିଛି । ଫେରାର ହୋଇଥିବା ଜ୍ୱାଇଁକୁ ପୋଲିସ କାବୁ କରି ଥାନାରେ ଅଟକ ରଖିଛି । ତେବେ କେଉଁ କାରଣ ପାଇଁ ଉକ୍ତ ମହିଳାଙ୍କୁ ଜ୍ୱାଇଁ ମାରଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାର ଅଧିକ ତଦନ୍ତ ପାଇଁ କୋଟାଣୀଶିଳା ଗ୍ରାମରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.