fbpx

ରାଜନୀତି ଦୁନିଆରୁ ବିଦାୟ ନେଲେ ସାଂସଦ ହର୍ଷବର୍ଦ୍ଧନ: ସନ୍ନ୍ୟାସ ଘୋଷଣା କଲେ ବିଜେପି ନେତା

ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ଘୋଷଣା କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହର୍ଷବର୍ଦ୍ଧନ । ଦିଲ୍ଲୀର ଚାନ୍ଦନୀ ଚୌକରୁ ସାଂସଦ ପଦବୀରେ ରହିଥିବା ହର୍ଷବର୍ଦ୍ଧନ ବିଦାୟ ଘୋଷଣା କରିଥିବା ଜାଣିବାକୁ ମିଳିଛି । ହର୍ଷବର୍ଦ୍ଧନଙ୍କ ସ୍ଥାନରେ ଚଳିତବର୍ଷ ନିର୍ବାଚନ ପାଇଁ ବିଜେପି ପ୍ରବୀଣ ଖଣ୍ଡେଲୱାଲଙ୍କୁ ଟିକେଟ ପ୍ରଦାନ କରିଛି । ଗତକାଲି ବିଜେପି ପ୍ରଥମ ପର୍ଯ୍ୟାୟର ପ୍ରାର୍ଥି ତାଲିକା ଘୋଷଣା କରିଥିବା ବେଳେ ଆଜି ରାଜନୀତିକୁ ଅଲବିଦା କହିଛନ୍ତି ବରିଷ୍ଠ ନେତା ହର୍ଷବର୍ଦ୍ଧନ ।

Get real time updates directly on you device, subscribe now.