fbpx

୧୦୭ଟି ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ଟି ପୌର ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏନେଇ ଆପତ୍ତି ଅଭିଯୋଗ/ ପରାମର୍ଶ ଦାଖଲ ପାଇଁ ୧୫ ଦିନର ମହଲତ ଦିଆଯାଇଛି । ଆପତ୍ତି ଅଭିଯୋଗ ଗ୍ରହଣ ପରେ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଚାନ୍ଦବାଲି, ବିଜେପୁର, ରେମୁଣା, ଦଶପଲ୍ଲା, ପାରଳାଖେମୁଣ୍ଡି, ପଦ୍ମପୁର, ନୀଳଗିରି, ତରଭା, ପୋଲସରା- ଏସଟି (ମହିଳା), କୋରାପୁଟ, କବିସୂର୍ଯ୍ୟନଗର, ସୋର, ଖଲ୍ଲିକୋଟ, ଝାରସୁଗୁଡ଼ା, ବେଲଗୁଣ୍ଠା, ଜଟଣୀ, ନବରଙ୍ଗପୁର- ଏସସି, ବ୍ରଜରାଜନଗର, ଉମରକୋଟ, ଗୁଡାରି, ଆନନ୍ଦପୁର, ବ୍ୟାସନଗର- ଏସଟି (ମହିଳା), ବାଲିଗୁଡ଼ା, ପାଟଣାଗଡ଼, ବିନିକା- ଏସଟି, ଜି.ଉଦୟଗିରି, କାଶୀନଗର, କରଞ୍ଜିଆ, ଗୁଣୁପୁର, ଖରିଆର ରୋଡ଼, ବାସୁଦେବପୁର, ଛତ୍ରପୁର, ରମ୍ଭା, ସୁନ୍ଦରଗଡ଼, ଉଦଳା, ଚିକିଟି, ବାଲେଶ୍ୱର, ଟିଟିଲାଗଡ଼, ଜଗତସିଂହପୁର, ଭଦ୍ରକ, ଯାଜପୁର, ଧାମନଗର, ବରଗଡ଼, ପୁରୁଷୋତ୍ତମପୁର, ନିମାପଡ଼ା, ଭବାନିପାଟଣା, ବଲାଙ୍ଗିର, କେନ୍ଦ୍ରାପଡ଼ା, ସୋନପୁର, କୋଣାର୍କ, ଆଠଗଡ଼, ଦେଓଗଡ଼, ରଣପୁର, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ, ଫୁଲବାଣୀ, ଖୋର୍ଦ୍ଧା, ବାଲୁଗାଁ, ପୁରୀ, କେଉଁଝରଗଡ଼, ଖଣ୍ଡପଡ଼ା, ଚୌଦ୍ୱାର, ଆଠମଲ୍ଲିକ, ବାଙ୍କି, କୋଟପାଡ଼- ମହିଳା, ରାଇରଙ୍ଗପୁର, ଜୁନାଗଡ଼, ଗୋପାଳପୁର, ଜୟପୁର, କୁଚିଣ୍ଡା, ନୂଆପଡ଼ା, ଭଞ୍ଜନଗର, ବଡ଼ବିଲ, ବାଣପୁର, ବିରମିତ୍ରପୁର, ଜଳେଶ୍ୱର, ଧର୍ମଗଡ଼, ବାଲିମେଳା, ରାଇରଙ୍ଗପୁ. ଆସ୍କା, କେସିଙ୍ଗା, ବୁଗୁଡ଼ା, ପିପିଲି, ହିଞ୍ଜିଳିକାଟି, ଜୋଡ଼ା, ବୌଦ୍ଧଗଡ଼, ତୁସୁରା, କଣ୍ଟାବାଞ୍ଜି, ରେଢ଼ାଖୋଲା, ସୁନାବେଢ଼ା, ବାରିପଦା, କୋଦଳା, ଭୁବନ, ବେଲପାହାଡ଼, କାମାକ୍ଷାନଗର, ଚମ୍ପୁଆ, ମାଲକାନଗିରି, ତାଲଚେର, ଅନୁଗୁଳ, ପାରାଦୀପ- ଅଣସିଂରକ୍ଷିତ ।

Get real time updates directly on you device, subscribe now.