fbpx

ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ!

Advertisement

ରାଉରକେଲା, ୩୦ା୧(ଓଡ଼ିଶା ଭାସ୍କର): ରାଉରକେଲା ଜନତା ନିବାସ ଗଳିରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଯୌତୁକ ପାଇଁ ବଧୁହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନନ୍ଦି ସୋନକରଙ୍କୁ ଯୌତୁକ ପାଇଁ ପୋଡ଼ି ହତ୍ୟା କରାଯାଇଥିବା ସୂଚନା ମିଳିଛି । ପ୍ଲାଣ୍ଟସାଇଟ ଥାନାରେ ଏହି ମାମଲା ରୁଜୁ ହୋଇଛି । ଏତଲା ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.