fbpx

ତାସଖେଳରୁ ହେଲା ବିଭତ୍ସ ହତ୍ୟା , ନାବାଳକ ର ଶିଳପୁଆ ମାଡ ରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ , 3/1 : ତାସ ଖେଳ କାଳ ହୋଇଛି । ତାସ ଖେଳ ବେଳେ ଜଣେ ନାବାଳକ ର ଶିଳପୁଆ ମାଡ ରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଦୋଳସାହି ଗାଁରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ । ତାସ ଖେଳ ଚାଲିଥିବା ବେଳେ ରବିନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କର କୌଣସି କଥାରୁ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ଲାଗିଥିଲା । ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ପାଖରେ ଥିବା ଶିଳପୁଆକୁ ରବିନ୍ଦ୍ର ଉପରକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ରବୀନ୍ଦ୍ରର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.