fbpx

ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ପୁରୀ,୨୯/୧୦(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତିକାନ୍ତି ଚୂଡାନ୍ତ ହୋଇଛି। ନାଗାର୍ଜୁନ ବେଶର ମଧ୍ୟ ଚୂଡାନ୍ତ ହୋଇଛି ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ହୋଇଛି ।

ତେବେ ନଭେମ୍ବର ୨୭ ରେ ହେବ ନାଗାର୍ଜୁନ ବେଶ। ଭୋର ୪ଟାରୁ ସକାଳ ୬ଟା ଯାଏ ବେଶ ହେବାକୁ ଥିବା ବେଳେ ଅପରାହ୍ନ ୩ଟା ବେଳେ ନାଗାର୍ଜୁନ ବେଶର ଓଲାଣି ହେବ।

Get real time updates directly on you device, subscribe now.