fbpx

ଇତିହାସ ରଚିଲା ଆମେରିକା, ନାସା-ସ୍ପେସ୍‌ଏକ୍ସର ହ୍ୟୁମାନ ସ୍ପେସ ମିଶନ ଲଞ୍ଚ

୯ ବର୍ଷ ପରେ ପୁଣି ଇତିହାସ ରଚିଲା ଆମେରିକା। ମହାକାଶ ଗଲା ନାସା-ସ୍ପେସ୍‌ଏକ୍ସର ମହାକାଶ ଯାନ। ପ୍ରଥମଥର ପାଇଁ ସ୍ପେସ୍‌ଏକ୍ସର, ଫାଲକନ୍‌-୯ ରକେଟ୍‌ରେ ଗଲେ ୨ ମହାକାଶଚାରୀ। ଫ୍ଲୋରିଡା କେନେଡି ସ୍ପେସ୍‌ ସେଣ୍ଟରରୁ ହୋଇଛି ଏହି ଉତ୍‌କ୍ଷେପଣ। ପ୍ରଥମ ଥର ଘରୋଇ ସ୍ପେସ୍‌ କ୍ରାଫ୍ଟରେ ମହାକାଶ ଯାତ୍ରା ହୋଇଛି । ଭାରତୀୟ ସମୟ ଅନୁସାରେ ଶନିବାର ରାତି ୧ଟାରେ ଉଡାଣ ଭରିଥିଲା ରକେଟ।

Get real time updates directly on you device, subscribe now.