fbpx

ଏୟାରଲାଇନ୍ସ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ସହ ସମସ୍ତ ଏୟାରଲାଇନ୍ସ ସିଇଓଙ୍କ ଆଜି ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରାଳୟର ସଚିବ ଓ ଅଧିକାରୀ ଏଥିରେ ଉପସ୍ଥିତ ରହିଛନ୍ତି । ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ସେହିପରି ବୈଠକରେ ୨୧ଟି କମ୍ପାନିର ପ୍ରତିନିଧି ଓ ୫ ସିଇଓ ଉପସ୍ଥିତ ରହିଛନ୍ତି । ନୂଆ ବିମାନ ସଂଯୋଗୀକରଣ ସହ ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ନେଇ ଏଥିରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.