fbpx

କରୋନା: ଓଡିଆ ସଙ୍ଗଠନକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର,୨୮ ।୩(ଓଡିଶା ଭାସ୍କର): ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଓଡିଆ ସଙ୍ଗଠନକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ବାହାରେ ଥିବା ଓଡିଆମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ଖାଦ୍ୟ ଓ ଔଷଧ ଯୋଗାଇବାକୁ ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏ ବାବଦରେ ଖର୍ଚ୍ଚ ସିଏମ ରିଲିଫ୍ ପାଣ୍ଠିରୁ ଭରଣା କରିବାକୁ ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.