fbpx

ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ବଢ଼ିଲା ଆବେଦନ ଅବଧି

ଭୁବନେଶ୍ୱର, ୧ା୧(ଓଡ଼ିଶା ଭାସ୍କର): ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ୍ ପାଇଁ ଆବେଦନ କରିବାର ଅବଧି ବଢ଼ିଥିବା ସୂଚନା ମିଳିଛି । ଆବେଦନର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା । ବର୍ତ୍ତମାନ ଡିସେମ୍ବର ୩୧ରୁ ପରିବର୍ତ୍ତନ କରାଯାଇ ଜାନୁଆରି ୬କୁ ଘୁଞ୍ଚିଥିବା ଜଣାପଡ଼ିଛି । ଏମବିବିଏସ ଓ ବିଡ଼ିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ ହେଉଛି । କାଶ୍ମୀର, ଲେହ ଓ କାରଗିଲରେ ନୋଡ଼ାଲ ସେଣ୍ଟରରେ ଆବେଦନ ହୋଇପାରିବ ।

Get real time updates directly on you device, subscribe now.