fbpx

ଜାନୁଆରୀ ୧୨ରୁ NEET PG କାଉନସେଲିଂ: ୧୦% EWS କୁ ସଂରକ୍ଷଣକୁ ମଞ୍ଜୁରୀ

ଭୁବନେଶ୍ୱର: ଜାନୁଆରୀ ୧୨ ରୁ ଆରମ୍ଭ ହେବ ନିଟ୍ ପିଜି କାଉନଲିଂ । ୨୦୨୧-୨୨ ର ଏମଡି/ଏମଏସ/ଏମଡିଏସ ପାଇଁ ହେବ କାଉନସେଲିଂ । ରବିବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ । ନାମଲେଖାରେ ସଂରକ୍ଷଣ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ସର୍ବଭାରତୀୟ କୋଟା ସିଟରେ ଓବିସି ପାଇଁ ରହିବ ୨୭% ସଂରକ୍ଷଣ । ଆର୍ଥିକ ଦୁର୍ବଳ ଶ୍ରେଣୀ ଇଡବ୍ଲଏସ୍ ପାଇଁ ୧୦% ସଂରକ୍ଷଣକୁ ମଞ୍ଜୁରୀ ।

Get real time updates directly on you device, subscribe now.