-
World 141,323,906
WorldConfirmed: 141,323,906Active: 18,251,630Recovered: 120,048,214Death: 3,024,062 -
USA 32,372,119
USAConfirmed: 32,372,119Active: 6,886,031Recovered: 24,905,332Death: 580,756 -
India 14,788,109
IndiaConfirmed: 14,788,109Active: 1,801,298Recovered: 12,809,643Death: 177,168 -
Brazil 13,900,134
BrazilConfirmed: 13,900,134Active: 1,183,384Recovered: 12,344,861Death: 371,889 -
Russia 4,693,469
RussiaConfirmed: 4,693,469Active: 268,887Recovered: 4,319,389Death: 105,193 -
UK 4,385,938
UKConfirmed: 4,385,938Active: 112,868Recovered: 4,145,810Death: 127,260 -
Turkey 4,212,645
TurkeyConfirmed: 4,212,645Active: 533,303Recovered: 3,643,734Death: 35,608 -
Italy 3,857,443
ItalyConfirmed: 3,857,443Active: 505,308Recovered: 3,235,459Death: 116,676 -
Germany 3,137,907
GermanyConfirmed: 3,137,907Active: 292,281Recovered: 2,765,100Death: 80,526 -
Pakistan 756,285
PakistanConfirmed: 756,285Active: 80,559Recovered: 659,483Death: 16,243 -
China 90,499
ChinaConfirmed: 90,499Active: 314Recovered: 85,549Death: 4,636
ଗ୍ରୀଷ୍ମ ସିଜିନ ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ପ୍ରତିଦିନ ତାତି ବଢ଼ିବାରେ ଲାଗିଛି । ଗରମରୁ ଟିକେ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ପାନୀୟକୁ ଆଦରି ନେଉଛନ୍ତି । ତେବେ ଏହି ସମୟରେ କୋଲଡ୍ରିଙ୍କ ଓ ମିନେରାଲ ୱାଟରର ଚାହିଦା ବହୁତ ବଢ଼ିବାରେ ଲାଗିଛି । କାରଣ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଥଣ୍ଡା ଜିନିଷ ପ୍ରତି ଆକଷ୍ଟ ହୋଇଥାନ୍ତି ।
ଅନେକ ଲୋକ କୋଲଡ୍ରିଙ୍କ ଓ ମିନେରାଲ ୱାଟର ବୋତଲକୁ ଫୋପାଡ଼ନ୍ତି ନାହିଁ । ସେହି ବୋତଲରେ ପାଣି ଭର୍ତ୍ତି କରି ଫ୍ରିଜରେ ରଖି ଥଣ୍ଡା ପାଣି ପିଇଥାନ୍ତି । ଏହା କିନ୍ତୁ ଆମ ସ୍ୱାସ୍ଥ୍ୟ ବହୁତ ଖରାପ ଅଟେ । ପ୍ଲାଷ୍ଟିକ ବୋତଲରେ ଅଧିକ ଦିନ ପାଇଁ ପାଣି ପିଇବା ଅନୁଚିତ । କାରଣ ପ୍ଲାଷ୍ଟିକ ବୋତଲରୁ ଫ୍ଲୋରାଇଡ ଓ ଆର୍ସେନିକ ଭଳି ପଦାର୍ଥ ଉତ୍ପନ୍ନ ହୁଏ, ଯାହା ଶରୀର ପାଇଁ କ୍ଷତିକାରକ ଅଟେ । ପ୍ଲାଷ୍ଟିକ ବୋତଲ କାରରେ ରଖିବା ଦ୍ୱାରା ତାହା ଗରମ ହୋଇଯାଇଥାଏ । ଫଳରେ ସେଥିରୁ ଡାୟକ୍ସିନ ନାମକ ଏକ ପଦାର୍ଥ ସୃଷ୍ଟି ହୁଏ, ଯାହା କ୍ୟାନସରକୁ ଡାକି ଆଣିଥାଏ ।